Advertisment

5T ବନାମ ପିଏମଶ୍ରୀ ସ୍କୁଲ

ଓଡ଼ିଶାରେ ପିଏମଶ୍ରୀ ସ୍କୁଲ ଯୋଜନା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Advertisment

କେନ୍ଦ୍ରୀୟ ପିଏମଶ୍ରୀ ସ୍କୁଲ ବନାମ ରାଜ୍ୟର 5ଟି ହାଇସ୍କୁଲ । କେନ୍ଦ୍ରୀୟ ସହାୟତାକୁ ହାତ ଛଡ଼ା କରି କ୍ଷତି କରୁଛି ଓଡ଼ିଶା । କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ତିନିଟି ଚିଠି ପରେ ଚୁପ୍ ବସିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶରେ 6,448 ସ୍କୁଲ ପିଏମଶ୍ରୀ ଯୋଜନାରେ ସାମିଲ ହେଲେଣି। ତେବେ ପୂର୍ବରୁ ଓଡ଼ିଶାରେ ପିଏମଶ୍ରୀ ସ୍କୁଲ ଯୋଜନା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

Advertisment
Odisha Odisha Education PM SHRI School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe