ପାରାଦୀପରେ ହେବ ବିମାନବନ୍ଦର | Odisha Reporter
Advertisment
ଆଜି କୃଷ୍ଣପ୍ରସାଦ ସଭାରେ ଓଡ଼ିଶା ପାଇଁ ବ୍ୟାପକ ଘୋଷଣା କଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ସେ କହିଛନ୍ତି, ୧୦ ବର୍ଷର ମନ୍ତ୍ରୀ ମୁଁ, ୫୦ ଲକ୍ଷ କୋଟିର କାମ କରିଛି। ୮ ହଜାର କୋଟି ବ୍ୟୟରେ ହେବ ରତନପୁର-ଦୀଘା ରାସ୍ତା। ୧୭୭ କିମି ରାସ୍ତା ହେବ; ୮୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ୨ ହଜାର କୋଟିରେ ୬୫ କିମିର ୪ ଲେନ୍ ଜାମୁଝାଡ଼ି-ଧାମରା ରାସ୍ତା ହେବ। କଟକ-ପାରାଦୀପ ୪ ଲେନ୍ ରାସ୍ତା ପାଇଁ ଖର୍ଚ୍ଚ ହେବ ୨୩୭୦ କୋଟି ଟଙ୍କା । ୨ ଶହ କୋଟିରେ ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ। କେନ୍ଦ୍ର ପରିବହନ ମନ୍ତ୍ରୀ ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us