ପାଣ୍ଡିଆନଙ୍କ ଉପରେ ବର୍ଷିଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ | Odisha Reporter
ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ସତ୍ୟବାଦୀ ବିଧାନସଭା କ୍ଷେତ୍ରର କଣାସ ବ୍ଲକ ତ୍ରିଲୋଚନପୁର ପଂଚାୟତରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ପୁରୀ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ଧର୍ମପତ୍ନୀ ବନ୍ଦିତା ମିଶ୍ରଙ୍କ ସମେତ ବିଜେପି ନେତା ଓ କର୍ମୀଙ୍କ ସହିତ ମିଶି ଚାଲି ଚାଲି ଘରକୁ ଘର ବୁଲି ପ୍ରଚାର କରିଥିଲେ ପ୍ରତିମା ଭୌମିକ । ଏହି ପ୍ରଚାର ସମୟରେ ସେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଉପରେ ମଧ୍ୟ ବର୍ଷିଥିଲେ । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
