Advertisment

ରତ୍ନଭଣ୍ଡାର ଚାବି ରିପୋର୍ଟ କାହିଁକି ଚାପି ବସିଛନ୍ତି ତାମିଲ ଠିକାଦାର: ସ୍ମୃତି ଇରାନୀ

ଆଜି କେନ୍ଦ୍ରାପଡ଼ା ଆଳିରେ ଜନସଭାକୁ ସମ୍ବୋଧନ କରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସିଧାସଳଖ ତାମିଲ ବାବୁଙ୍କୁ ନିଶାନା କରିଛନ୍ତି।

Advertisment

ଆଜି କେନ୍ଦ୍ରାପଡ଼ା ଆଳିରେ ଜନସଭାକୁ ସମ୍ବୋଧନ କରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସିଧାସଳଖ ତାମିଲ ବାବୁଙ୍କୁ ନିଶାନା କରିଛନ୍ତି। ସେ, କହିଛନ୍ତି, ରତ୍ନଭଣ୍ଡାର ଚାବି କାହିଁକି ହଜିଲା ସମସ୍ତେ ପ୍ରଶ୍ନ କରୁଛନ୍ତି। ଚାବି ରିପୋର୍ଟ କାହିଁକି ଚାପି ବସିଛନ୍ତି ତାମିଲ ଠିକାଦାର ବୋଲି ପ୍ରଶ୍ନ ପଚାରି ବର୍ଷିଛନ୍ତି ମନ୍ତ୍ରୀ ଇରାନୀ। ଏଥିସହ ସେ କହିଛନ୍ତି, ଆମ ସରକାର ଆସିଲେ ରିପୋର୍ଟ ସାର୍ବଜନୀନ ହେବ। ଅଧର୍ମୀଙ୍କୁ ଧୂଳି ଚଟାଯିବ ବୋଲି ବି ସେ ଚେତାବନୀ ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଓଡ଼ିଶା ଲୋକ ଚାହାନ୍ତି, ମୋଦିଙ୍କ ଗ୍ୟାରେଣ୍ଟି। ବିଜେପି ଆସିଲେ ସୁଭଦ୍ରା ଯୋଜନାରେ ୫୦ ହଜାର ମିଳିବ ।

Advertisment
Bjp 2024 General Election Smriti Irani Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe