ଆମେରିକା ଇତିହାସରେ ପ୍ରଥମ; ପଦଚ୍ୟୁତ ହେଲେ ପ୍ରତିନିଧି ସଭାର ସ୍ପିକର

କେଭିନ୍‌ ମ୍ୟାକାର୍ଥୀ ମାତ୍ର ୨୬୯ ଦିନ ହାଉସ ସ୍ପିକର ଭାବେ କାମ କରିଛନ୍ତି। ଆମେରିକା ଇତିହାସରେ ପ୍ରଥମ ଥର ଏପରି ଏକ ଘଟଣା ଘଟିଛି ।

kevin-mccarthy

କେବିନ ମୈକ୍କାର୍ଥୀ ।

Niharika Rout
  • Published: Wednesday, 04 October 2023
  • Updated: 04 October 2023, 10:39 AM IST

Sports

Latest News

ଆମେରିକା ସଂସଦର ନିମ୍ନ ସଦନ ପ୍ରତିନିଧି ସଭାର ସ୍ପିକରଙ୍କୁ ପଦରୁ ବିତାଡ଼ିତ କରାଯାଇଛି। ଏହି ନେତା ଜଣକ ରିପବ୍ଲିକାନ ଦଳର ନେତା କେଭିନ ମ୍ୟାକାର୍ଥୀ ବୋଲି ଜଣାଯାଇଛି। ମ୍ୟାକାର୍ଥୀ ମାତ୍ର ୨୬୯ ଦିନ ହାଉସ ସ୍ପିକର ଭାବେ କାମ କରିଛନ୍ତି। ଆମେରିକା ଇତିହାସରେ ପ୍ରଥମ ଥର ଏପରି ଏକ ଘଟଣା ଘଟିଛି। ଆମେରିକା ଇତିହାରେ ମ୍ୟାକାର୍ଥୀଙ୍କ କାର୍ଯ୍ୟକାଳ ସବୁଠୁ କମ୍‌ ଦିନର ବୋଲି ଜଣାଯାଇଛି।

ଆମେରିକାରେ ଶଟଡାଉନ୍‌କୁ ଏଡ଼ାଇବା ପାଇଁ ପ୍ରତିନିଧି ସଭାରେ ଫଣ୍ଡିଂ ବିଲ୍‌ ଆଗତ କରାଯାଇଥିଲା। ସଭାରେ ଉକ୍ତ ବିଲ୍‌କୁ ପାରିତ କରିବାକୁ କେଭିନ ମ୍ୟାକାର୍ଥୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଏଥିଯୋଗୁ ରିପବ୍ଲିକାନ ସାଂସଦ ମ୍ୟାକାର୍ଥୀଙ୍କ ଉପରେ ସନ୍ତୁଷ୍ଟ ନ ଥିଲେ। ଫଳରେ ସେମାନେ ନିଜ ଦଳର ନେତାଙ୍କ ବିରୋଧରେ ପ୍ରସ୍ତାବ ଆଣି ତାଙ୍କୁ ବିତାଡ଼ିତ କରିଛନ୍ତି।

ଆମେରିକା ପ୍ରତିନିଧି ସଭାରେ ରିପବ୍ଲିକ୍‌ ପାର୍ଟି ସଂଖ୍ୟାଗରିଷ୍ଠ ଥିଲେ ସୁଦ୍ଧା ମ୍ୟାକାର୍ଥୀଙ୍କ ସପକ୍ଷରେ ୨୧୦ ଭୋଟ ପଡ଼ିଥିବା ବେଳେ ତାଙ୍କ ବିରୋଧରେ ୨୧୬ ଭୋଟ ପଡ଼ିଥିଲା।

Also Read

କେଭିନ ମ୍ୟାକାର୍ଥୀ ଚଳିତ ବର୍ଷ ଜାନୁୟାରୀ ୭ ତାରିଖରେ ନିଜ ପଦ ସମ୍ଭାଳିଥିଲେ। ହେଲେ ଖୁବ୍‌ କମ୍‌ ସମୟ କାଳ ମଧ୍ୟରେ ତାଙ୍କୁ ପଦତ୍ୟୁତ କରାଯାଇଛି। ଆମେରିକା ନିର୍ବାଚନ ପୂର୍ବରୁ ପୁଣି ଥରେ ଖାଲି ପଡ଼ିଥିବା ସ୍ପିକର ପଦ ପୂରଣ କରିବା ଏକ ପ୍ରକାର ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି।

ପଦରୁ ବିତାଡ଼ିତ ହେବା ପରେ ମ୍ୟାକାର୍ଥୀ କହିଛନ୍ତି, ମୁଁ ପୁଣି ଥରେ ଏହି ପଦ ପାଇଁ ନିର୍ବାଚନ ଲଢ଼ିବି ନାହିଁ। କିନ୍ତୁ ମୁଁ ଯେଉଁ ଚିନ୍ତାଧାରାରେ ବିଶ୍ୱାସ କରୁଛି ତାହା ଉପରେ ଳଢ଼େଇ ଜାରି ରଖିବି। କାରଣ ମୁଁ ଆମେରିକାରେ ବିଶ୍ୱାସ କରେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story