ଟ୍ରମ୍ପ ନା କମଲା କିଏ ମାରିନେବେ ବାଜି ? | Odisha Reporter
ସମସ୍ତଙ୍କ ନଜର ଆମେରିକା ନିର୍ବାଚନ ଉପରେ ରହିଛି । ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପ ନା ଡେମୋକ୍ରାଟ କମଲା ହାରିଶ ? କିଏ ମାରିନେବେ ବାଜି ? କଣ ରହିଛି ଗଣିତ ? ନିର୍ବାଚନ ପରେ ଭାରତ ସହିତ ଆମେରିକାର କିଭଳି ରହିବ ସମ୍ପର୍କ ? ଏ ସମସ୍ତ ବିଷୟରେ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଓ ରାଜନୀତି ବିଜ୍ଞାନ ପ୍ରଧ୍ୟାପକ ମାନସ ବେହେରା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
