Advertisment

ଟ୍ରମ୍ପ ନା କମଲା କିଏ ମାରିନେବେ ବାଜି ?

ନିର୍ବାଚନ ପରେ ଭାରତ ସହିତ ଆମେରିକାର କିଭଳି ରହିବ ସମ୍ପର୍କ ?

Advertisment

ସମସ୍ତଙ୍କ ନଜର ଆମେରିକା ନିର୍ବାଚନ ଉପରେ ରହିଛି । ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପ ନା ଡେମୋକ୍ରାଟ କମଲା ହାରିଶ ? କିଏ ମାରିନେବେ ବାଜି ? କଣ ରହିଛି ଗଣିତ ? ନିର୍ବାଚନ ପରେ ଭାରତ ସହିତ ଆମେରିକାର କିଭଳି ରହିବ ସମ୍ପର୍କ ? ଏ ସମସ୍ତ ବିଷୟରେ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଓ ରାଜନୀତି ବିଜ୍ଞାନ ପ୍ରଧ୍ୟାପକ ମାନସ ବେହେରା ।

Advertisment
Donald Trump USA Election US Presidential Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe