Advertisment

ପାଣ୍ଡିଆନଙ୍କୁ ଘେରିଗଲା ବିଜେପି !

ପାଣ୍ଡିଆନ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାରେ ବିଜେପି 50 ରୁ 60 ସିଟ୍ ପାଇ ଆସିଲେ ବିଜେଡି ସରକାର ଭାଙ୍ଗିଦେବେ ବୋଲି କହିବା ପରେ ରାଜ୍ୟ ରାଜନୀତିରେ ହଟ ଚମକ ସୃଷ୍ଟି ହୋଇଛି।

author-image
Manoj Swain

ବିଜେଡିରେ କ୍ରୀତଦାସ କିଏ ଆଉ ଏକନାଥ ସିନ୍ଦେ କିଏ ? ବିଜେପି ସହ ସଂପର୍କରେ ଥିବା କଥା କହିଲେ ନେତା । ପାଣ୍ଡିଆନ୍ କେବେଠୁ ସେଫୋଲଜିଷ୍ଟ ହେଲେଣି ବୋଲି ପ୍ରଶ୍ନ କଲା ବିଜେପି । ଗୋଡ଼ ତଳୁ ମାଟି ଖସୁଥିବା କଥା ଜାଣିଗଲାଣି କି ବିଜେଡି। ପାଣ୍ଡିଆନ୍‌ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାରେ ବିଜେପି 50 ରୁ 60 ସିଟ୍ ପାଇ ଆସିଲେ ବିଜେଡି ସରକାର ଭାଙ୍ଗିଦେବେ ବୋଲି କହିବା ପରେ ରାଜ୍ୟ ରାଜନୀତିରେ ହଟ ଚମକ ସୃଷ୍ଟି ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Vk Pandian Bjp BjD Odisha