Advertisment

କୁଖ୍ୟାତ ଜଙ୍ଗଲ ଦସ୍ୟୁ ବୀରପ୍ପାନଙ୍କ ଝିଅ ଲଢ଼ିବେ ନିର୍ବାଚନ

ବାପା ଥିଲେ କୁଖ୍ୟାତ ଜଙ୍ଗଲ ଦସ୍ୟୁ କିନ୍ତୁ ଝିଅ ଓହ୍ଲାଇଛନ୍ତି ଲୋକଙ୍କ ସେବା କରିବାକୁ।

ଅଦ୍ୟତନ ହୋଇଛି
Advertisment

ବାପା ଥିଲେ କୁଖ୍ୟାତ ଜଙ୍ଗଲ ଦସ୍ୟୁ କିନ୍ତୁ ଝିଅ ଓହ୍ଲାଇଛନ୍ତି ଲୋକଙ୍କ ସେବା କରିବାକୁ। ଏପ୍ରିଲ ୧୯ରେ ତାମିଲନାଡୁରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବେ ବିରାପ୍ପାନଙ୍କ ଝିଅ ବିଦ୍ୟା ରାନୀ । ତାମିଲ ନ୍ୟାସନାଲିଷ୍ଟ ପାର୍ଟି ଅଫ୍ ନାମ ତାମିଝାର କାଚି ଟିକଟରେ କୃଷ୍ଣଗିରି ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବିଦ୍ୟା ରାନୀ। ପେଶାରେ ଜଣେ ଓକିଲ ଥିବା ବିଦ୍ୟାରାଣୀ ଜୁଲାଇ ୨୦୨୦ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।

Advertisment
Tamilnadu General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe