ଦାମ ରାଉତ ଗୁରୁତର | Senior Leader Damodar Rout Serious Condition, Informs Son Sambit | Odisha Reporter
ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର। ଦାମ ଗୁରୁତର ଥିବା ନେଇ ପୁଅ ସମ୍ବିତ ରାଉତରାୟଙ୍କ ସୂଚନା। ଏକ ଘରୋଇ ହସ୍ପିଟାଲରେ ଦାମୋଦର ରାଉତଙ୍କ ଚାଲିଛି ଚିକତ୍ସା। ତେବେ କ୍ୟାପିଟାଲ ହସ୍ପିଟାଲ ପାଇଁ ବାପାଙ୍କ ଏଭଳି ଅବସ୍ଥା ହେଲା କହିଲେ ପୁଅ ସମ୍ବିତ ରାଉତରାୟ। ସେ ଆହୁରି କହିଛନ୍ତି, ବାରମ୍ବାର କହିବା ସତ୍ତ୍ବେ କ୍ୟାପିଟାଲ ହସ୍ପିଟାଲରେ ସିପିଆର୍ ଦେଲେନି। ବାଧ୍ୟହୋଇ ସେଠାରୁ ଆମେ ବାପାଙ୍କୁ ଘରୋଇ ହସ୍ପିଟାଲ ନେଲୁ। ସେହି ଯିବା ଆସିବା ଭିତରେ କିଛି ସମୟ ଡେରି ହୋଇଗଲା। ଡେରି ହେବାରୁ ବ୍ରେନକୁ ଅକ୍ସିଜେନ୍ ଓ ବ୍ଲଡ୍ ଠିକ ଭାବେ ଗଲାନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us