Advertisment

'ଦାମୋଦର ରାଉତ ମୋର ପରମବନ୍ଧୁ ଥିଲେ'

'ଲୋକେ ତାଙ୍କୁ ବେଳେ ବେଳେ ପ୍ରଫୁଲ୍ଲ ଆଉ ମତେ ଦାମ ଡାକୁଥିଲେ'

Advertisment

ଦାମୋଦର ରାଉତ ମୋର ପରମବନ୍ଧୁ ଥିଲେ। ଛାତ୍ର ରାଜନୀତିରୁ ସେ ମୋର ବନ୍ଧୁ ଥିଲେ। ତାଙ୍କ ବୟସ ୮୩ ମୋ ବୟସ ବି ୮୩। ଲୋକେ ତାଙ୍କୁ ବେଳେ ବେଳେ ପ୍ରଫୁଲ୍ଲ ଆଉ ମତେ ଦାମ ଡାକୁଥିଲେ: ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ।

Advertisment
Damodara Rout Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe