Advertisment

ଦାମଙ୍କୁ ଝୁରୁଛି 'ଜ୍ୟାକ୍'

ଦାମଙ୍କ ଦେହାନ୍ତରେ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର। ଆଜି ପରିବାର କାନ୍ଦୁଛି, ଘର କାନ୍ଦୁଛି ଆଉ ସେ ବ୍ୟବହାର କରୁଥିବା ପ୍ରତିଟି ଜିନିଷ ଯେମିତି ତାଙ୍କୁ ଖୋଜୁଛି।

Advertisment

ଆରପାରିରେ ଓଡ଼ିଶା ରାଜନୀତିର ମହାଦ୍ରୁମ ତଥା ବାକ୍ୟ ବାଣ ଭାବେ ପରିଚିତ ଡାକ୍ତର ଦାମୋଦର ରାଉତ। ୮୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି। ଆଜି ଭୋର ୫ଟା ୨୩ ମିନିଟରେ ଏହି ବର୍ଷୀୟାନ ନେତାଙ୍କ ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଦାମଙ୍କ ଦେହାନ୍ତରେ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର। ଆଜି ପରିବାର କାନ୍ଦୁଛି, ଘର କାନ୍ଦୁଛି ଆଉ ସେ ବ୍ୟବହାର କରୁଥିବା ପ୍ରତିଟି ଜିନିଷ ଯେମିତି ତାଙ୍କୁ ଖୋଜୁଛି। ଦାମ ବାବୁଙ୍କ ପ୍ରିୟ କୁକୁର ବି ଆଜି ତାଙ୍କୁ କାନ୍ଦି କାନ୍ଦି ଝୁରୁଛି। ଦାମଙ୍କ ଚେୟାର ପାଖରେ ବସି କାନ୍ଦୁଛି।

Advertisment
Damodara Rout Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe