ବିଜେଡିର ଅନ୍ଧାରୀ ବିଜେ ସ୍କିମ୍ ଆରମ୍ଭ ହେଲା | Odisha Reporter
ନିର୍ବାଚନ ପରାଜୟ ଭୟରେ ଭୋଟରଙ୍କୁ ଆଖିବୁଜା ଟଙ୍କା ବାଣ୍ଟି ଭୋଟକୁ ପ୍ରଭାବିତ କରିବାକୁ ବିଜେଡି ପ୍ରୟାସ କରୁଛି । ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନରେ ବିଜେଡି ପ୍ରତିବନ୍ଧକ ସାଜିଛି । ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ତା ପୂର୍ବରୁ ରାୟଗଡ଼ାରେ ବିଜେଡି ଆରମ୍ଭ କରିଦେଲାଣି ଅନ୍ଧାରୀ ବିଜେ। ହାତରେ ଟଙ୍କା ବଣ୍ଡଲ ଧରି ଭୋଟ ପିଛା ପାଞ୍ଚଶହ ଟଙ୍କା ଲେଖାଏଁ ବାଣ୍ଟିବା ଆରମ୍ଭ କରିଦେଲେଣି ବିଜେଡି ନେତା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
