Advertisment

ଭୋଟରଙ୍କୁ ଟଙ୍କା ବାଂଟୁଛି ବିଜେଡି

ନିର୍ବାଚନ ପରାଜୟ ଭୟରେ ଭୋଟରଙ୍କୁ ଆଖିବୁଜା ଟଙ୍କା ବାଣ୍ଟି ଭୋଟକୁ ପ୍ରଭାବିତ କରିବାକୁ ବିଜେଡି ପ୍ରୟାସ କରୁଛି ।

Advertisment

ନିର୍ବାଚନ ପରାଜୟ ଭୟରେ ଭୋଟରଙ୍କୁ ଆଖିବୁଜା ଟଙ୍କା ବାଣ୍ଟି ଭୋଟକୁ ପ୍ରଭାବିତ କରିବାକୁ ବିଜେଡି ପ୍ରୟାସ କରୁଛି । ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନରେ ବିଜେଡି ପ୍ରତିବନ୍ଧକ ସାଜିଛି । ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ତା ପୂର୍ବରୁ ରାୟଗଡ଼ାରେ ବିଜେଡି ଆରମ୍ଭ କରିଦେଲାଣି ଅନ୍ଧାରୀ ବିଜେ। ହାତରେ ଟଙ୍କା ବଣ୍ଡଲ ଧରି ଭୋଟ ପିଛା ପାଞ୍ଚଶହ ଟଙ୍କା ଲେଖାଏଁ ବାଣ୍ଟିବା ଆରମ୍ଭ କରିଦେଲେଣି ବିଜେଡି ନେତା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe