Advertisment

ପାଣ୍ଡିଆନଙ୍କ ସଭାକୁ ଯିବା ପାଇଁ ଲୋକଙ୍କୁ ବଣ୍ଟା ଯାଉଛି ଟଙ୍କା !

5T ସଚିବ ଭି.କେ. ପାଣ୍ଡିଆନଙ୍କ ସଭାକୁ ଯିବା ପାଇଁ ଲୋକଙ୍କୁ ଟଙ୍କା ଦେଉଛନ୍ତି ପିଇଓ। ଯାଜପୁର ବିଂଝାରପୁର ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ସମ୍ପର୍କୀତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

5T ସଚିବ ଭି.କେ. ପାଣ୍ଡିଆନଙ୍କ ସଭାକୁ ଯିବା ପାଇଁ ଲୋକଙ୍କୁ ଟଙ୍କା  ଦେଉଛନ୍ତି ପିଇଓ। ଯାଜପୁର ବିଂଝାରପୁର ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ସମ୍ପର୍କୀତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। 5T ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି। ତାଙ୍କର ଏହି ସଭାକୁ ସଫଳ କରିବାକୁ ନେତା, ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ଲାଗିପଡୁଛନ୍ତି। ସେହିପରି ପିଇଓ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି। 5T ସଚିବ ସଚିବଙ୍କ ସଭାରେ ଲୋକମାନେ କିପରି ଅଧିକ ସଂଖ୍ୟାରେ ଯୋଗ ଦେବେ ଏଥିପାଇଁ ସେ ଟଙ୍କା ବାଣ୍ଟୁଥିବା ଭିଡିଓରୁ ଜଣାପଡ଼ୁଛି।

Advertisment
Odisha Tourism BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe