Advertisment

ବିଜେଡି ପାଇଁ ଭୋଟ୍‌ ମାଗିଲେ ସୁର; ଭିଡିଓ ଭାଇରାଲ୍‌

ବିଜେଡିରୁ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ହୋଇଥିବା ପୁଅ ପାଇଁ ଭୋଟ୍‌ ମାଗିବେ ନାହିଁ ବୋଲି ପୂର୍ବରୁ କହିଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ।

Advertisment

ବିଜେଡିରୁ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ହୋଇଥିବା ପୁଅ ପାଇଁ ଭୋଟ୍‌ ମାଗିବେ ନାହିଁ ବୋଲି ପୂର୍ବରୁ କହିଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ। ହେଲେ ପୁତ୍ର ମୋହରେ ପଡ଼ି ପୁଅ ପାଇଁ ଭୋଟ ମାଗୁ ମାଗୁ ବିଜେଡି ପାଇଁ ପ୍ରଚାର କରିଛନ୍ତି ସୁର ରାଉତରାୟ। ଯାହାର ଭିଡିଓ ଭାଇରାଲ୍‌ ହେବା ପରେ ଏବେ ଅସ୍ୱୀକାର କରିଛନ୍ତି ସୁର ରାଉତରାୟ। ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ଏକ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ହେଉଥିଲା। ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ସେଠି ସ୍ଥାନୀୟ ବିଜେଡି ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିଲେ।

Advertisment
BjD Sura Routray Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe