ମନ୍ତ୍ରୀଙ୍କ ଘରୋଇ ସଚିବ ବା ଓଏସଡି ହେବାକୁ ହେଲେ ଭିଜିଲାନ୍ସ କେସ୍ ନଥିବ। ଫୌଜଦାରୀ କେସ୍ ବି ନଥିବ, ଓଡ଼ିଶା ସରକାର ଜାରି କଲେ ମାର୍ଗଦର୍ଶିକା। ଦେଖନ୍ତୁ ପୂରା ରିପୋର୍ଟ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଜେଡି ନେତାଙ୍କ ସମେତ ୬ ଜଣଙ୍କ ନାଁରେ ଜାରି ହେଲା ଗିରଫ ପରୱାନା
୨୦୧୩ ମସିହା ଡ଼ିସେମ୍ବର ୧୫ ତାରିଖରେ ରାୟଗଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗୀ ହଠାତ୍ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା।
Politics
ବିଜେପି ପ୍ରତି ମହାରାଷ୍ଟ୍ର କଂଗ୍ରେସ ମୁଖିଆଙ୍କ ‘କୁକୁର’ ବୟାନକୁ ନେଇ ତେଜିଲା ବିବାଦ
ମହାରାଷ୍ଟ୍ର କଂଗ୍ରେସ ମୁଖିଆ ନାନା ପାଟୋଲେ ବିଜେପି ପ୍ରତି ଅତ୍ୟନ୍ତ ବିବାଦୀୟ ଶବ୍ଦ ପ୍ରୟୋଗ କରିଛନ୍ତି।
Politics
ଜୟ ନାରାୟଣଙ୍କ କଟାକ୍ଷ; ‘ବିଜେଡିର ଆୟୁଷ କମ୍, ଏବେ ଆଇସିୟୁରେ’
ଜୟନାରାୟଣଙ୍କ ମନ୍ତବ୍ୟ ଉପରେ ବିଜେଡିର କୌଣସି ପ୍ରତିକ୍ରିୟା ମିଳିନାହିଁ।
Politics
କ’ଣ ପ୍ରଧାନମନ୍ତ୍ରୀଙ୍କ ବ୍ୟାଗକୁ ଆପଣ ଚେକ୍ କରୁଛନ୍ତି? କାହିଁକି ଏମିତି ପ୍ରଶ୍ନ କଲେ ଉଦ୍ଧବ?
ଶିବସେନାରେ ବିଦ୍ରୋହ ଯୋଗୁ ୨୦୨୨ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଉଦ୍ଧବ ଠାକରେଙ୍କ କହିବା କଥା ଯେ ଯଦି ନିର୍ବାଚନ ଅଧିକାରୀମାନେ ଶାସକ ଦଳର ନେତାଙ୍କ ବ୍ୟାଗ ଯାଞ୍ଚ କରିବେ ନାହିଁ, ତା’ହେଲେ ମହା ବିକାଶ ଅଘାଡ଼ି ସେମାନଙ୍କର ଯାଞ୍ଚ କରିବେ।
Politics
‘ମିଛର‘ ପ୍ରଚାର କରୁଛନ୍ତି ରାହୁଲ ଗାନ୍ଧି, କାର୍ଯ୍ୟାନୁଷ୍ଠାନ ପାଇଁ ଇସିଙ୍କୁ କହିଲା ବିଜେପି
ଭାରତୀୟ ସମ୍ବିଧାନକୁ ନେଇ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମହାରାଷ୍ଟ୍ରରେ ରାହୁଲ ଗାନ୍ଧି ମିଛର ପ୍ରଚାର କରୁଛନ୍ତି। ରାଜ୍ୟ ରାଜ୍ୟ ମଧ୍ୟରେ ବିଭେଦ ସୃଷ୍ଟି କରିବା ପାଇଁ ସେ ଚେଷ୍ଟା କରୁଥିବା ବିଜେପି ଅଭିଯୋଗ କରିଛି।