Advertisment

ଭିଜିଲାନ୍ସ କେସ୍ ଥିଲେ ଘରୋଇ ସଚିବ ମନା !

ମନ୍ତ୍ରୀଙ୍କ ଘରୋଇ ସଚିବ ବା ଓଏସଡି ହେବାକୁ ହେଲେ ଭିଜିଲାନ୍ସ କେସ୍ ନଥିବ।

author-image
Manoj Swain

ମନ୍ତ୍ରୀଙ୍କ ଘରୋଇ ସଚିବ ବା ଓଏସଡି ହେବାକୁ ହେଲେ ଭିଜିଲାନ୍ସ କେସ୍ ନଥିବ। ଫୌଜଦାରୀ କେସ୍ ବି ନଥିବ, ଓଡ଼ିଶା ସରକାର ଜାରି କଲେ ମାର୍ଗଦର୍ଶିକା। ଦେଖନ୍ତୁ ପୂରା ରିପୋର୍ଟ 

Advertisment
Odisha