ଭିଜିଲାନ୍ସ କେସ୍ ଥିଲେ ଘରୋଇ ସଚିବ ମନା !

  • Published: Tuesday, 08 October 2024
  • , Updated: 08 October 2024, 10:58 PM IST

ମନ୍ତ୍ରୀଙ୍କ ଘରୋଇ ସଚିବ ବା ଓଏସଡି ହେବାକୁ ହେଲେ ଭିଜିଲାନ୍ସ କେସ୍ ନଥିବ। ଫୌଜଦାରୀ କେସ୍ ବି ନଥିବ, ଓଡ଼ିଶା ସରକାର ଜାରି କଲେ ମାର୍ଗଦର୍ଶିକା। ଦେଖନ୍ତୁ ପୂରା ରିପୋର୍ଟ 

Related story