Advertisment

'୨୮ ବିଧାନସଭା ଆସନରୁ ୧୮ଟି ଜିତିବୁ'

ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସମସ୍ତ ୪ଟି ଲୋକସଭା ଜିତିବା ସହ ୨୮ ବିଧାନସଭା ଆସନରୁ ୧୮ଟି ଜିତିବା ନେଇ ବିଜେପି ଦମ୍ଭୋକ୍ତି କରିଛି।

author-image
Manoj Swain

ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସମସ୍ତ ୪ଟି ଲୋକସଭା ଜିତିବା ସହ ୨୮ ବିଧାନସଭା ଆସନରୁ ୧୮ଟି ଜିତିବା ନେଇ ବିଜେପି ଦମ୍ଭୋକ୍ତି କରିଛି। ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି, ୨୮ ବିଧାନସଭା ଆସନରୁ ୧୮ଟି ଜିତିବୁ। ଓଡ଼ିଶାରେ ୧୬ରୁ ଊର୍ଦ୍ଧ୍ବ ଲୋକସଭା ଆସନରେ ବିଜୟୀ ହେବୁ।

Advertisment
Odisha Bjp 2024 General Election Vijaypal Singh Tomar