ଗୋଟିଏ ଘରେ ରହୁଛନ୍ତି ୧୪ ସମିତି ସଭ୍ୟ

  • Published: Monday, 02 October 2023
  • , Updated: 02 October 2023, 06:30 PM IST

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ ପ୍ରସଙ୍ଗ । ଗୋଟିଏ ଘରେ ରହୁଛନ୍ତି ୧୪ ସମିତି ସଭ୍ୟ । ଅଗଷ୍ଟ ୩୧ରେ ହେବାକୁ ଥିବା ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ବାତିଲ ହେବା ପରଠୁ ବିପିନି ଗୋଷ୍ଠୀର ୧୪ ସମିତି ସଭ୍ୟ ବୋମକାଇ ଗ୍ରାମରେ ଗୋଟିଏ ଘରେ ରହୁଛନ୍ତି। ଆଉ ଏଥିରେ ସାମିଲ ହୋଇ ଗ୍ରାମବାସୀ ନେତାଙ୍କୁ ଜଗିଛନ୍ତି।

Related story