ସୀମା ଡେଇଁଲେ ସ୍ନେହାଙ୍ଗିନୀ ! | Odisha Reporter
ବରଗଡ଼ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ବିଜେପି ବିଧାୟକ ପ୍ରାର୍ଥୀ ନିହାର ମହାନନ୍ଦ। ନିର୍ବାଚନ ତାରିଖ ଘୋଷଣା ପରେ ସରକାରୀ ସ୍ଥାନ କିମ୍ବା କାର୍ଯ୍ୟାଳୟରେ କୌଣସି ନିର୍ବାଚନୀ ସଭାସମିତି କରିପାରିବେନି ବୋଲି ନିର୍ବାଚନ କମିଶନ ଆଚରଣବିଧି ଲାଗୁ କଲେ। କିନ୍ତୁ ଇଏ ଦୃଶ୍ୟ ଉପରେ ନଜର ପକାନ୍ତୁ....
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
