Advertisment

ସୀମା ଡେଇଁଲେ ସ୍ନେହାଙ୍ଗିନୀ !

ନିର୍ବାଚନ ତାରିଖ ଘୋଷଣା ପରେ ସରକାରୀ ସ୍ଥାନ କିମ୍ବା କାର୍ଯ୍ୟାଳୟରେ କୌଣସି ନିର୍ବାଚନୀ ସଭାସମିତି କରିପାରିବେନି ବୋଲି ନିର୍ବାଚନ କମିଶନ ଆଚରଣବିଧି ଲାଗୁ କଲେ। କିନ୍ତୁ..

Advertisment

ବରଗଡ଼ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ବିଜେପି ବିଧାୟକ ପ୍ରାର୍ଥୀ ନିହାର ମହାନନ୍ଦ। ନିର୍ବାଚନ ତାରିଖ ଘୋଷଣା ପରେ ସରକାରୀ ସ୍ଥାନ କିମ୍ବା କାର୍ଯ୍ୟାଳୟରେ କୌଣସି ନିର୍ବାଚନୀ ସଭାସମିତି କରିପାରିବେନି ବୋଲି ନିର୍ବାଚନ କମିଶନ ଆଚରଣବିଧି ଲାଗୁ କଲେ। କିନ୍ତୁ ଇଏ ଦୃଶ୍ୟ ଉପରେ ନଜର ପକାନ୍ତୁ....

Advertisment
Model Code Of Conduct BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe