ଟିକେଟ ଆଶାରେ ପାଣ୍ଡିଆନଙ୍କ ଗୋଡ଼ ଧରୁଛନ୍ତି କି ?

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ଏବେ ବଲାଙ୍ଗିର ଗସ୍ତରେ। ତେବେ ଏହି ଗସ୍ତକୁ ନେଇ ବିରୋଧୀ ତ ବିରୋଧ କରୁଛନ୍ତି ହେଲେ ସବୁଠୁ ବଡ଼ କଥା ହେଉଛି ଏହି ଗସ୍ତବେଳେ ଜଣେ ନେତା ପାଣ୍ଡିଆନଙ୍କ ଗୋଡ ଧରି ଦେଉଥିବା ଫଟୋ ଭାଇରାଲ ହେବା ।

Manoj Swain
  • Published: Monday, 07 August 2023
  • Updated: 07 August 2023, 06:05 PM IST

Sports

Latest News

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ଏବେ ବଲାଙ୍ଗିର ଗସ୍ତରେ। ତେବେ ଏହି ଗସ୍ତକୁ ନେଇ ବିରୋଧୀ ତ ବିରୋଧ କରୁଛନ୍ତି ହେଲେ ସବୁଠୁ ବଡ଼ କଥା ହେଉଛି ଏହି ଗସ୍ତବେଳେ ଜଣେ ନେତା ପାଣ୍ଡିଆନଙ୍କ ଗୋଡ ଧରି ଦେଉଥିବା ଫଟୋ ଭାଇରାଲ ହେବା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos