ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ଏବେ ବଲାଙ୍ଗିର ଗସ୍ତରେ। ତେବେ ଏହି ଗସ୍ତକୁ ନେଇ ବିରୋଧୀ ତ ବିରୋଧ କରୁଛନ୍ତି ହେଲେ ସବୁଠୁ ବଡ଼ କଥା ହେଉଛି ଏହି ଗସ୍ତବେଳେ ଜଣେ ନେତା ପାଣ୍ଡିଆନଙ୍କ ଗୋଡ ଧରି ଦେଉଥିବା ଫଟୋ ଭାଇରାଲ ହେବା ।