ରାଗିଗଲେ ଦାମଙ୍କ ପୁଅ | Viral Video Of Paradeep MLA Sambeet Routray | Odisha Reporter
ଏ ହେଉଛନ୍ତି ପାରଦୀପ ବିଧାୟକ ସମ୍ବିତ ରାଉତରାୟ। ପାରାଦୀପରେ ମୋବାଇଲରୁ ମୋବାଇଲକୁ ଡେଇଁ ସାରା ଓଡ଼ିଶାରେ ଭାଇରାଲ ଏହି ଭିଡିଓ । ସୁଯୋଗ ଚାହିଁ ବସିଥିବା ସମ୍ବିତଙ୍କ ବିରୋଧୀ ଗୋଷ୍ଠୀ କାଳ ବିଳମ୍ବ ନକରି ଫୁଲ୍ ଭାଇରାଲ କରୁଛନ୍ତି ଏହି ଭିଡିଓ । ଭିଡିଓରେ ଦେଖୁଥିବା ଏହି ମାଆ ଜଣଙ୍କ ହେଉଛନ୍ତି କୁଜଙ୍ଗ ବ୍ଲକ ବାଗୋଇ ପଞ୍ଚାୟତର ପୂର୍ବତନ ବିଜେଡି ମହିଳା ସଭାନେତ୍ରୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
