ବିଷ୍ଣୁଦେଓ ସାଏ: ସରପଞ୍ଚରୁ ସିଏମ୍‌

ବିଷ୍ଣୁଦେଓ ସାଏ ୧୯୬୪ ମସିହା ଫେବୃଆରୀ ୨୧ରେ ଛତିଶଗଡ଼ର ଜାଶପୁର ଜିଲ୍ଲା ବାଗିଆ ଗାଁରେ ଜନ୍ମ ଗ୍ରହଣ କରିଥିଲେ।

BJP

ରାଜ୍ୟପାଳଙ୍କ ସହ ବିଷ୍ଣୁଦେଓ

Hemant Lenka
  • Published: Sunday, 10 December 2023
  • Updated: 10 December 2023, 10:35 PM IST

Sports

Latest News

ସପ୍ତାହେ ଧରି ଚାଲିଥିବା ସସପେନ୍ସରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଜେପି ନେତା ବିଷ୍ଣୁଦେଓ ସାଏ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଆଦିବାସୀ ନେତା ବିଷ୍ଣୁଦେଓ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି।

ରାଜ୍ୟପାଳ ହରିଚନ୍ଦନ ମଧ୍ୟ ତାଙ୍କୁ ସରକାର ଗଠନ କରିବାକୁ ଅନୁମତି ଦେଇଛନ୍ତି। ବିଷ୍ଣଦେଓ ଏକଦା ସରପଞ୍ଚ ଭାବେ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। ଏବେ ସେ ଛତିଶଗଡ଼ ଭଳି ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ୨୦୦୦ ମସିହାରେ ଛତିଶଗଡ଼ ଗଠନ ହୋଇଥିଲା। ଏବେ ଏହାର ୪ର୍ଥ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣଦେଓ ଶପଥ ନେବେ।

Also Read

୧୯୯୦ରୁ ବିଜେପିର ପ୍ରମୁଖ ଆଦିବାସୀ ଚେହେରା ବନିଥିବା ବିଷ୍ଣୁଦେଓ ଦଳର ଅନେକ ପଦପଦବୀରେ କାମ କରିଛନ୍ତି। ସେ ଛତିଶଡ଼ଗର ବିଜେପି ମୁଖ୍ୟ ଭାବେ କାମ କରିଥିଲେ। ସେହିପରି ନରେନ୍ଦ୍ର ମୋଦିଙ୍କ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ।

ଆଦିବାସୀ ବହୁଳ ଅଞ୍ଚଳରେ ବିଜେପି ତା’ର ଦବଦବା ଦେଖାଇଥିଲା। ୨୯ଟି ବିଧାନସଭା ଆସନରୁ ବିଜେପି ୧୭ଟି ଜିତିଥିବାରୁ ବିଷ୍ଣୁଦେଓଙ୍କୁ ଏବେ ପୁରସ୍କାର ସ୍ୱରୂପ ମୁଖ୍ୟମନ୍ତ୍ରୀ କରାଯିବାକୁ ନିଷ୍ପତ୍ତି ହୋଇଛି।

୫୯ ବର୍ଷୀୟ ବିଷ୍ଣୁଦେଓ ରାଜନୀତିକ ଯାତ୍ରା

୧- ବିଷ୍ଣୁଦେଓ ସାଏ ୧୯୬୪ ମସିହା ଫେବୃଆରୀ ୨୧ରେ ଛତିଶଗଡ଼ର ଜାଶପୁର ଜିଲ୍ଲା ବାଗିଆ ଗାଁରେ ଜନ୍ମ ଗ୍ରହଣ କରିଥିଲେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଚାଷୀ ଭାବେ କାମ କରୁଥିଲେ।

୨- ବାଗିଆରୁ ସରପଞ୍ଚ ଭାବେ ନିର୍ବାଚିତ ହେବା ସହ ତାଙ୍କର ରାଜନୀତିକ ଯାତ୍ରା ଆରମ୍ଭ ହୋଇଥିଲା। ମଧ୍ୟପ୍ରଦେଶରୁ ଛତିଶଗଡ଼ ଅଲଗା ହେବା ପୂର୍ବରୁ ସେ ବିଧାୟକ ହୋଇ ସାରିଥିଲା। ୧୯୯୦ରୁ ୧୯୯୮ ଯାଏ ଅବିଭକ୍ତ ମଧ୍ୟପ୍ରଦେଶ ବିଧାନସଭାର ସଦସ୍ୟ ଭାବେ ବିଷ୍ଣୁଦେଓ କାର୍ଯ୍ୟ କରିଥିଲେ।

୩- ୧୯୯୯ରୁ ସେ ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ। ବିଷ୍ଣୁଦେଓ ୧୯୯୯ରୁ ୨୦୧୯ ଯାଏ ରାଇଘର ଆସନରୁ ଜିତି ଲୋକସଭାକୁ ଯାଇଥିଲେ।

୪- ୨୦୧୯ରେ ବିଜେପି ତାଙ୍କୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇ ନଥିଲା। ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ହାରି ଯାଇଥିଲା। ତେଣୁ ଦଳ ଛତିଶଗଡ଼ରୁ ଲୋକସଭା ଯାଇଥିବା କୌଣସି ନେତାଙ୍କୁ ପ୍ରାର୍ଥୀ କରି ନଥିଲା। ଏହିକ୍ରମରେ ବିଷ୍ଣୁଦେଓଙ୍କ ଟିକେଟ ମଧ୍ୟ କଟିଥିଲା।

୫- ବିଷ୍ଣୁଦେଓ ଛତିଶଗଡ଼ ବିଜେପି ସଭାପତି ୨୦୦୬ରୁ ୨୦୧୦, ୨୦୧୪ରେ କିଛି ମାସ ଓ ୨୦୨୦ରୁ ୨୦୨୨ ଯାଏ କାର୍ଯ୍ୟ କରିଥିଲେ।

୬- ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରରେ ବିଷ୍ଣଦେଓ ୨୦୧୪ରୁ ୨୦୧୯ ଯାଏ ମନ୍ତ୍ରୀ ରହିଥିଲେ। ଷ୍ଟିଲ, ମାଇନ୍ସ, ଲେବର ଓ ନିଯୁକ୍ତ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ।

୭- ଗତ ମାସରେ ଶେଷ ହୋଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନ ବେଳେ ବିଜେପି ତାଙ୍କୁ କୁନକୁରି ନିର୍ବାଚନ ମଣ୍ଡଳୀରୁ ଟିକେଟ ଦେଇଥିଲା। ଏଠାରେ ସେ କଂଗ୍ରେସର ୟୁଡି ମିଞ୍ଜଙ୍କୁ ୨୫,୫୪୧ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଥିଲେ।

୮- ବିଷ୍ଣୁଦେଓ ୧୯୯୧ରେ କୌଶଲ୍ୟା ଦେବୀଙ୍କୁ ବିବାହ କରିଥିଲେ। ଦମ୍ପତିଙ୍କର ଗୋଟିଏ ପୁଅ ଓ ୨ ଜଣ ଝିଅ ରହିଛନ୍ତି।

୯- କନୱର ଆଦିବାସୀ ସଂପ୍ରଦାୟର ବିଷ୍ଣୁଦେଓ ଆସିଛନ୍ତି। ଏହି ସଂପ୍ରଦାୟର ଲୋକ ଏସ୍ଟି ବର୍ଗରେ ଆସନ୍ତି।

୧୦- ରାଜନୀତି ବ୍ୟତୀତ ବିଷ୍ଣୁଦେଓ ବ୍ୟାଡମିଣ୍ଟନ ଓ ଫୁଟବଲ ଖେଳିବାକୁ ଭଲ ପାଆନ୍ତି। ସେ ବହି ବି ପଢ଼ନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story