Advertisment

ଖଟୁଛନ୍ତି ବିଜେଡି ନେତା, ଫାଇଦାରେ ପାଣ୍ଡିଆନ୍ !

ସରକାରୀ ଚାକିରି କରି ଏଭଳି ରାଜନୀତି କରୁଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ ନର୍ବାଚନ କମିଶନ । ଏହା ଜାଣି ପାଣ୍ଡିଆନ ଭିଆରଏସ୍ ନେଇଛନ୍ତି ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ।

author-image
Manoj Swain

5ଟି ସଚିବ ଭାବେ ଭିକେ ପାଣ୍ଡିଆନ ଯୁଆଡ଼େ ଯାଉଥିଲେ ସିଆଡେ ହେଉଥିଲା ପ୍ରବଳ ବିରୋଧ । ବିଜେପି ଓ କଂଗ୍ରେସର କର୍ମୀମାନଙ୍କ ସହ ସାଧାରଣ ଲୋକେ ମଧ୍ୟ ତାଙ୍କ ଗସ୍ତକୁ ସମାଲୋଚନା କରୁଥିଲେ । ସରକାରୀ ଚାକିରି କରି ଏଭଳି ରାଜନୀତି କରୁଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ ନର୍ବାଚନ କମିଶନ । ଏହା ଜାଣି ପାଣ୍ଡିଆନ ଭିଆରଏସ୍ ନେଇଛନ୍ତି ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ।

Advertisment
Odisha Bjp Aparajita Sarangi Vk Pandian