‘ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କର ଲୟାଲ ପ୍ରପର୍ଟି’ | Sura Routray Reaction On VK Pandian VRS | OR
Advertisment
ଭିକେ ପାଣ୍ଡିଆନ୍ ଭିଆରଏସ ନେବା ପରେ ରାଜ୍ୟ ରାଜନୀତିରେ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ପାଣ୍ଡିଆନଙ୍କ ଆଗାମୀ ଗତିବିଧି କଣ ରହିବ ତାକୁ ନେଇ ଅନେକ ଚର୍ଚ୍ଚା । ଆଇଏଏସ୍ ଚାକିରିରୁ ଭିକେ ପାଣ୍ଡିଆନ୍ ଭିଆରଏସ୍ ନେବା ଓ କ୍ୟାବିନେଟ୍ ପାହ୍ୟା ପାଇବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରତିକ୍ରିୟା। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us