Advertisment

ପାଣ୍ଡିଆନଙ୍କୁ କାହିଁକି ବାରମ୍ବାର କ୍ଲିନଚିଟ୍ ଦେଉଛନ୍ତି ନବୀନ ?

ପାଣ୍ଡିଆନଙ୍କୁ ନେଇ ଇଂରାଜୀ ଖବର କାଗଜ ‘ଇଣ୍ଡିଆନ ଏକ୍ସପ୍ରେସ’ ଦେଲା ସାଙ୍ଘାତିକ ତଥ୍ୟ।

ଅଦ୍ୟତନ ହୋଇଛି
Advertisment

ସନ୍ୟାସ ଘୋଷଣା କରିଥିବା ଭିକେ ପାଣ୍ଡିଆନଙ୍କୁ କାହିଁକି ବାରମ୍ବାର କ୍ଲିନଚିଟ୍ ନବୀନ ଦେଉଛନ୍ତି ? ରାଜନୀତିକ ଚର୍ଚ୍ଚା ଓ ସମ୍ଭାବନାକୁ ନେଇ ‘ଇଣ୍ଡିଆନ ଏକ୍ସପ୍ରେସ’ରେ ପ୍ରକାଶିତ ଏହି ଖବର ଯେତିକି ଗୁରୁତ୍ୱ ବହନ କରୁନଥିଲା କିନ୍ତୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ଭେରିଫାଏଡ୍ ‘ଏକ୍ସ’ ଆକାଉଣ୍ଟରୁ ଉକ୍ତ ଖବରକୁ ଖଣ୍ଡନ କରିବାପରେ ଓଡ଼ିଶାରେ ବିଭିନ୍ନ ମହଲରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦେଖନ୍ତୁ ପୂରା ରିପୋର୍ଟ ।

Advertisment
BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe