ଆପଣଙ୍କ ଆଗରେ ଦୁଇଟି ଭିଡିଓ। ଗୋଟିଏ ନିର୍ବାଚନ ପ୍ରଚାର ସମୟର ଆଉ ଗୋଟିଏ ଏବେକାର। ଦେଖନ୍ତୁ ସେତେବେଳର ନବୀନ ପଟ୍ଟନାୟକଙ୍କୁ। କେମିତି କାହାର ସାହାଯ୍ୟ ନ ନେଲେ ନବୀନ ବାବୁ କିଛି କରିପାରୁନଥିଲେ। ଚାଲିବା ତ କଷ୍ଟକର ହେଉଥିଲା ଭାଷଣ ମଧ୍ୟ ଗୋଟିଏ ମିନିଟ ମଧ୍ୟରେ ଶେଷ ହୋଇ ଯାଉଥିଲା। ନିର୍ବାଚନ ହାରିବା ପରେ ଦେଖନ୍ତୁ ଏ ହେଉଛି ପରିବର୍ତ୍ତନ। ନବୀନ ବାବୁ ପୁରା ଫିଟ୍ ଜଣା ପଡୁଛନ୍ତି। ଲୋକଙ୍କ ସହ କଥା ହେଉଛନ୍ତି, ଭିଡ଼କୁ ଯାଉଛନ୍ତି । ଲୋକଙ୍କ ପାଖକୁ ଯାଉଛନ୍ତି ସେମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି। ତେବେ ଏଭଳି ପରିବର୍ତ୍ତନ କାହିଁକି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡିର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ସମୀରଙ୍କ ଦେହାନ୍ତ ପରେ କ’ଣ କହିଲେ ବାଚସ୍ପତି
ଆଜି ସମୀର ଦେ’ଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।
Politics
ବିଜେଡି ନେତା ଏନ୍. ଭାସ୍କର ରାଓଙ୍କୁ ମିଳିଲା ଆଶ୍ୱସ୍ତି
୨୦୧୩ ମସିହା ଡ଼ିସେମ୍ବର ୧୫ ତାରିଖରେ ରାୟଗଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗୀ ହଠାତ୍ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା।
Politics
ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଦେଖି ଏମିତି କଲେ ବିଜେପି ସମର୍ଥକ, ନିଆରା ଜବାବର ଭିଡିଓ ଭାଇରାଲ୍
ସେ ରୋଡ ଶୋ’ କରୁଥିବା ବେଳେ କିଛି ବିଜେପି ସମର୍ଥକ ତାଙ୍କୁ ଦେଖି ଗୋଟିଏ ବିଲଡିଂ ଉପରେ ରହି ଦଳର ପତାକା ଉଡ଼ାଇ ନାରାବାଜୀ କରିଥିଲେ।