Advertisment

ଚାଲି ପାରୁନଥିଲେ, ହଠାତ୍ ଗଜା ଟୋକା ହେଲ କେମିତି ନବୀନ ?

ନବୀନ ବାବୁ ପୁରା ଫିଟ୍ ଜଣା ପଡୁଛନ୍ତି। ଲୋକଙ୍କ ପାଖକୁ ଯାଉଛନ୍ତି, ସେମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି। ତେବେ ଏଭଳି ପରିବର୍ତ୍ତନ କାହିଁକି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡିର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ।

Advertisment

ଆପଣଙ୍କ ଆଗରେ ଦୁଇଟି ଭିଡିଓ। ଗୋଟିଏ ନିର୍ବାଚନ ପ୍ରଚାର ସମୟର ଆଉ ଗୋଟିଏ ଏବେକାର। ଦେଖନ୍ତୁ ସେତେବେଳର ନବୀନ ପଟ୍ଟନାୟକଙ୍କୁ। କେମିତି କାହାର ସାହାଯ୍ୟ ନ ନେଲେ ନବୀନ ବାବୁ କିଛି କରିପାରୁନଥିଲେ। ଚାଲିବା ତ କଷ୍ଟକର ହେଉଥିଲା ଭାଷଣ ମଧ୍ୟ ଗୋଟିଏ ମିନିଟ ମଧ୍ୟରେ ଶେଷ ହୋଇ ଯାଉଥିଲା। ନିର୍ବାଚନ ହାରିବା ପରେ ଦେଖନ୍ତୁ ଏ ହେଉଛି ପରିବର୍ତ୍ତନ। ନବୀନ ବାବୁ ପୁରା ଫିଟ୍ ଜଣା ପଡୁଛନ୍ତି। ଲୋକଙ୍କ ସହ କଥା ହେଉଛନ୍ତି, ଭିଡ଼କୁ ଯାଉଛନ୍ତି । ଲୋକଙ୍କ ପାଖକୁ ଯାଉଛନ୍ତି ସେମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି। ତେବେ ଏଭଳି ପରିବର୍ତ୍ତନ କାହିଁକି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡିର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ।

Advertisment
BjD Prasanna Kumar Patasani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe