Advertisment

ପାଣ୍ଡିଆନଙ୍କୁ କୌପିନ ପିନ୍ଧାଇବୁ: ବିଜେଡି ନେତା

ବିଜେଡି ନେତା ମାନସ ବସ୍ତିଆ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ସୁନା ଭଳି ଚକ୍‌ଚକ୍‌ ମାରୁଥିବା ଚେହେରାରେ କଳଙ୍କର ଦାଗ ବୋଳି ଦେଇଛନ୍ତି ଭି.କେ ପାଣ୍ଡିଆନ୍‌।

Advertisment

ଭି.କେ ପାଣ୍ଡିଆନ୍‌ଙ୍କୁ ଖୋଜୁଛନ୍ତି ବିଜେଡି ନେତା ଓ କର୍ମୀ। ମିଳିଲେ କପିଳାଶ ନେଇ ପିନ୍ଧାଇବେ କୌପିନ୍‌। ଆଉ ହାତରେ କମଣ୍ଡୁଳ ଧରା ଗୁମ୍ଫାରେ ପୂରାଇ ଦେବେ। ସେହି ଗୁମ୍ଫାରେ ନବୀନ ନବୀନ ନାମ ଜମିବାକୁ କହିବେ। ପରାଜୟ ପରେ ବିଜେଡି ନେତାମାନେ ଆଜି ଗଣମାଧ୍ୟମରେ ଏମିତି କହୁଛନ୍ତି। ଯାହାକୁ ନେଇ ସାଧାରଣରେ କୌତୁହଳ ସୃଷ୍ଟି ହୋଇଛି। ବିଜେଡି ନେତା ମାନସ ବସ୍ତିଆ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ସୁନା ଭଳି ଚକ୍‌ଚକ୍‌ ମାରୁଥିବା ଚେହେରାରେ କଳଙ୍କର ଦାଗ ବୋଳି ଦେଇଛନ୍ତି ଭି.କେ ପାଣ୍ଡିଆନ୍‌। 

Advertisment
Vk Pandian Bjd Leader Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe