Advertisment

ପାଣ୍ଡିଆନଙ୍କୁ କଳାପତାକା ପ୍ରଦର୍ଶନ

କେନ୍ଦ୍ରାପଡ଼ା ମହିପାଳ ଠାରେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ କଳାପତାକା ପ୍ରଦର୍ଶନ।

author-image
Manoj Swain

କେନ୍ଦ୍ରାପଡ଼ା ମହିପାଳ ଠାରେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ କଳାପତାକା ପ୍ରଦର୍ଶନ। ନଗର ବିଜେପି ପକ୍ଷରୁ ନାରାବାଜି ଓ କଳାପତାକା ପ୍ରଦର୍ଶନ। ଗାଡ଼ି ଆଗକୁ ଦୌଡ଼ି ଆସି କଳାପତାକା ଦେଖାଇଲେ ବିଜେପି କର୍ମୀ।

Advertisment
Odisha Kendrapada Vk Pandian