କେନ୍ଦ୍ରାପଡ଼ାରେ ପାଣ୍ଡିଆନଙ୍କୁ କଳା ପତାକା | Odisha Reporter
Advertisment
କେନ୍ଦ୍ରାପଡ଼ା ମହିପାଳ ଠାରେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ କଳାପତାକା ପ୍ରଦର୍ଶନ। ନଗର ବିଜେପି ପକ୍ଷରୁ ନାରାବାଜି ଓ କଳାପତାକା ପ୍ରଦର୍ଶନ। ଗାଡ଼ି ଆଗକୁ ଦୌଡ଼ି ଆସି କଳାପତାକା ଦେଖାଇଲେ ବିଜେପି କର୍ମୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us