Advertisment

'ଆଗରୁ ଲୁଚାଛପାରେ କାମ କରୁଥିଲେ, ଏବେ ଖୋଲାରେ କରିବେ’

ଭି.କେ ପାଣ୍ଡିଆନ୍ ବିଜେଡିରେ ସାମିଲ ହେବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା।

author-image
Manoj Swain

ଭି.କେ ପାଣ୍ଡିଆନ୍ ବିଜେଡିରେ ସାମିଲ ହେବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା। କହିଲେ, 'କିଛି ପ୍ରଭାବ ପଡ଼ିବନି। ଆଗରୁ ଲୁଚାଛପାରେ ସେହି କାମ କରୁଥିଲେ। ଏବେ ଖୋଲାରେ କରିବେ। କେତେ ଆସିଲେଣି, ଗଲେଣି। କିଛି ପ୍ରଭାବ ପଡ଼ିବନି।' 

Advertisment
Bjp Vk Pandian Odisha Manmohan Samal