ପକେଟରୁ ପେନ ନେଇଗଲେ ପୁଲିସ !

5-ଟି ସଚିବଙ୍କୁ କାଳିମାଡ ଭୟ। ସତ୍ୟବାଦୀ ଘଟଣା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ସତର୍କ । ରଙ୍ଗେଇଲୁଣ୍ଡା ସଭାରେ ସାଥିରେ ପେନ ନେବା ମନା । ଏତେ ଭୟ କାହିଁକି ?

Manoj Swain
  • Published: Friday, 25 August 2023
  • Updated: 25 August 2023, 06:46 PM IST

Sports

Latest News

5-ଟି ସଚିବଙ୍କୁ କାଳିମାଡ ଭୟ। ସତ୍ୟବାଦୀ ଘଟଣା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ସତର୍କ । ରଙ୍ଗେଇଲୁଣ୍ଡା ସଭାରେ ସାଥିରେ ପେନ ନେବା ମନା । ଏତେ ଭୟ କାହିଁକି ? କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଉଛି ହେଲେ ଗୁଡେଇ ତୁଡେଇ ଚେକିଂ କରୁଛନ୍ତି । ପାଣି ବୋତଲରୁ ପେନ ଯାଏ, କଳା ପୋଷାକରୁ ଟୋପି ଯାଏ କିଛି ବି ଛାଡୁ ନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos