ଅଦ୍ୟତନ ହୋଇଛି
ପକେଟରୁ ପେନ ନେଇଗଲା ପୁଲିସ !| Police Strictly Checking To Public For Vk.pandian Visit |Odisha Reporter
Advertisment
5-ଟି ସଚିବଙ୍କୁ କାଳିମାଡ ଭୟ। ସତ୍ୟବାଦୀ ଘଟଣା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ସତର୍କ । ରଙ୍ଗେଇଲୁଣ୍ଡା ସଭାରେ ସାଥିରେ ପେନ ନେବା ମନା । ଏତେ ଭୟ କାହିଁକି ? କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଉଛି ହେଲେ ଗୁଡେଇ ତୁଡେଇ ଚେକିଂ କରୁଛନ୍ତି । ପାଣି ବୋତଲରୁ ପେନ ଯାଏ, କଳା ପୋଷାକରୁ ଟୋପି ଯାଏ କିଛି ବି ଛାଡୁ ନାହାନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us