ପାଣ୍ଡିଆନ ହେବେ କି ଗେମ ଚେଞ୍ଜର ? Odisha Reporter
ପାଣ୍ଡିଆନ ହେବେ କି ଗେମ ଚେଞ୍ଜର ? ଚାକିରୀରୁ ଅବସର ନେବା ପରେ ଏବେ କେଉଁ ଭୂମିକାରେ ଦେଖାଦେବେ ପାଣ୍ଡିଆନ। ପ୍ରତ୍ୟକ୍ଷ ରାଜନୀତିକୁ ଆସିବେ ନା ପଛରେ ରହି ଗୋଟି ଚାଳନା କରିବେ ? ଯଦିଓ ଭିଆରଏସର ମାତ୍ର କେଇ ଘଣ୍ଟା ପରେ ତାଙ୍କୁ କ୍ୟାବିନେଟ୍ ପାହ୍ୟାରେ ନିଯୁକ୍ତି ମିଳିଛି ତେବେ ପୂରା ପ୍ରସଙ୍ଗକୁ ନେଇ ଜୋର ଧରିଛି ରାଜନୀତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
