Advertisment

ପାଣ୍ଡିଆନ ହେବେ କି ଗେମ ଚେଞ୍ଜର ?

ଚାକିରୀରୁ ଅବସର ନେବା ପରେ ଏବେ କେଉଁ ଭୂମିକାରେ ଦେଖାଦେବେ ପାଣ୍ଡିଆନ ?

ଅଦ୍ୟତନ ହୋଇଛି
Advertisment

ପାଣ୍ଡିଆନ ହେବେ କି ଗେମ ଚେଞ୍ଜର ? ଚାକିରୀରୁ ଅବସର ନେବା ପରେ ଏବେ କେଉଁ ଭୂମିକାରେ ଦେଖାଦେବେ ପାଣ୍ଡିଆନ। ପ୍ରତ୍ୟକ୍ଷ ରାଜନୀତିକୁ ଆସିବେ ନା ପଛରେ ରହି ଗୋଟି ଚାଳନା କରିବେ ? ଯଦିଓ ଭିଆରଏସର ମାତ୍ର କେଇ ଘଣ୍ଟା ପରେ ତାଙ୍କୁ କ୍ୟାବିନେଟ୍ ପାହ୍ୟାରେ ନିଯୁକ୍ତି ମିଳିଛି ତେବେ ପୂରା ପ୍ରସଙ୍ଗକୁ ନେଇ ଜୋର ଧରିଛି ରାଜନୀତି ।

Advertisment
Vk Pandian BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe