କଣ ପାଇଁ ମାଇକ୍‌କୁ ବନ୍ଦ କରିବାକୁ କହିଲେ ପାଣ୍ଡିଆନ ?

ଗତକାଲି ଖୋର୍ଦ୍ଧା ବେଗୁନିଆରେ ବିଜେଡିର ନିର୍ବାଚନ ସଭାରେ ଏପରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। 

Manoj Swain
  • Published: Friday, 10 May 2024
  • Updated: 10 May 2024, 07:44 PM IST

Sports

Latest News

ଭାଷଣ ମଝିରେ ଲୋକଙ୍କ ପାଖରେ ଥିବା ମାଇକ୍‌କୁ ବନ୍ଦ କରିବାକୁ କହିଲେ ଭିକେ ପାଣ୍ଡିଆନ। ଗତକାଲି ଖୋର୍ଦ୍ଧା ବେଗୁନିଆରେ ବିଜେଡିର ନିର୍ବାଚନ ସଭାରେ ଏପରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଭୁବନେଶ୍ୱର ସାଂସଦ ତଥା ପୁନର୍ବାର ବିଜେପିରୁ ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ସମାଲୋଚନା କରିଥିଲେ ପାଣ୍ଡିଆନ। ସେ ଲୋକଙ୍କୁ ପ୍ରଶ୍ନ କରିଥିଲେ ଯେ ସାଂସଦ ଆପଣମାନଙ୍କ ପାଇଁ କିଛି କରିଛନ୍ତି କି ? ଏହାର ଜବାବରେ ପୂର୍ବରୁ ମାଇକ ଧରି ସଭାରେ ଉପସ୍ଥିତ ଥିବା ତାଙ୍କର ଦଳୀୟ କର୍ମୀ ତଥା ସମର୍ଥକ ମାନେ ବଡ଼ ଜୋରରେ ‘ହଁ’ ବୋଲି କହିଥିଲେ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos