Advertisment

କଣ ପାଇଁ ମାଇକ୍‌କୁ ବନ୍ଦ କରିବାକୁ କହିଲେ ପାଣ୍ଡିଆନ ?

ଗତକାଲି ଖୋର୍ଦ୍ଧା ବେଗୁନିଆରେ ବିଜେଡିର ନିର୍ବାଚନ ସଭାରେ ଏପରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

Advertisment

ଭାଷଣ ମଝିରେ ଲୋକଙ୍କ ପାଖରେ ଥିବା ମାଇକ୍‌କୁ ବନ୍ଦ କରିବାକୁ କହିଲେ ଭିକେ ପାଣ୍ଡିଆନ। ଗତକାଲି ଖୋର୍ଦ୍ଧା ବେଗୁନିଆରେ ବିଜେଡିର ନିର୍ବାଚନ ସଭାରେ ଏପରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଭୁବନେଶ୍ୱର ସାଂସଦ ତଥା ପୁନର୍ବାର ବିଜେପିରୁ ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ସମାଲୋଚନା କରିଥିଲେ ପାଣ୍ଡିଆନ। ସେ ଲୋକଙ୍କୁ ପ୍ରଶ୍ନ କରିଥିଲେ ଯେ ସାଂସଦ ଆପଣମାନଙ୍କ ପାଇଁ କିଛି କରିଛନ୍ତି କି ? ଏହାର ଜବାବରେ ପୂର୍ବରୁ ମାଇକ ଧରି ସଭାରେ ଉପସ୍ଥିତ ଥିବା ତାଙ୍କର ଦଳୀୟ କର୍ମୀ ତଥା ସମର୍ଥକ ମାନେ ବଡ଼ ଜୋରରେ ‘ହଁ’ ବୋଲି କହିଥିଲେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Vk Pandian BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe