Advertisment

'ମୁଁ ପାଗଳ ନୁହେଁ, ସୁସ୍ଥ ମସ୍ତିଷ୍କରେ ଅଛି'

ପାଣ୍ଡିଆନଙ୍କୁ 'ମୁଖ୍ୟମନ୍ତ୍ରୀ ମହୋଦୟ' ସମ୍ବୋଧନ କରିଥିବା ବିଜେଡି ବିଧାୟକ ଦେବୀ ମିଶ୍ର ଆଜି ସ୍ପଷ୍ଟୀକରଣ ଦେଇଛନ୍ତି।

author-image
Manoj Swain

ପାଣ୍ଡିଆନଙ୍କୁ 'ମୁଖ୍ୟମନ୍ତ୍ରୀ ମହୋଦୟ' ସମ୍ବୋଧନ କରିଥିବା ବିଜେଡି ବିଧାୟକ ଦେବୀ ମିଶ୍ର ଆଜି ସ୍ପଷ୍ଟୀକରଣ ଦେଇଛନ୍ତି। ଆଉ କହିଛନ୍ତି, ମୁଁ ପାଗଳ ନୁହେଁ, ସୁସ୍ଥ ମସ୍ତିଷ୍କରେ ଅଛି। ଇଏ ସବୁ କିଏ ଭାବାର୍ଥକୁ କଦର୍ଥ କରୁଛନ୍ତି, ଜାଣିନି ବୋଲି କହିଛନ୍ତି ଶ୍ରୀ ମିଶ୍ର।

Advertisment
BjD Debiprasad Mishra Odisha