Advertisment

'ପାଣ୍ଡିଆନଙ୍କୁ କିଏ ଭୋଟ୍ ଦେବ ?'

'ପାଣ୍ଡିଆନଙ୍କୁ ଓଡ଼ିଆ ଲୋକ ଭୋଟ ଦେବେନି'

Advertisment

ପାଣ୍ଡିଆନ୍ ବିଜେଡିରେ ସାମିଲ ହେବା ପରେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରତିକ୍ରିୟା। କହିଲେ, 'ପାଣ୍ଡିଆନଙ୍କୁ କିଏ ଭୋଟ୍ ଦେବ? ଓଡ଼ିଆ ଲୋକ ଭାରି ସ୍ୱାଭିମାନ। ପାଣ୍ଡିଆନ୍‌, ଓଡ଼ିଶା ମାଟିକୁ ସମସ୍ତେ ଲୋଭ କରି ଆସିଛନ୍ତି, ଭାବନି ଏଠାରେ ବିରାଟ ଲୋକ ହୋଇଯିବ। ବିଜେଡିରେ ପାଣ୍ଡିଆନ 6 ବର୍ଷ ହେଲା ମିଶିଛନ୍ତି। ପାଣ୍ଡିଆନଙ୍କୁ ଓଡ଼ିଆ ଲୋକ ଭୋଟ ଦେବେନି।' ପ୍ରତିକ୍ରିୟାରେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।

Advertisment
Vk Pandian Sura Routray BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe