Advertisment

ନବୀନଙ୍କ ମାଟିରୁ ପାଣ୍ଡିଆନଙ୍କ ପଲଟିକାଲ ଏଣ୍ଟ୍ରି !

ଲୋକେ କହୁଛନ୍ତି ଅଣ୍ଡା ମାରି ମାରି ବିଜେଡି ହିରୋ କରିଦେଲା ପ୍ରଦୀପଙ୍କୁ। ସନ୍ଧ୍ୟାରେ ଗୋଟେ ଭିଡିଓ ଆସିଲା ପାଣ୍ଡିଆନଙ୍କ ପ୍ରଥମ ପଲିଟିକାଲ ଷ୍ଟେଟମେଣ୍ଟ। ଏହି ବୟାନ ପରେ ଚର୍ଚ୍ଚା ତୁରନ୍ତ ରାଜନୈତିକ ମୈଦାନକୁ ଓହ୍ଲାଇବେ ପାଣ୍ଡିଆନ୍ ! ଗଞ୍ଜାମ ମାଟିରୁ ପଲିଟିକାଲ ଏଣ୍ଟ୍ରିର ଇସାରା ଦେଲେ ପାଣ୍ଡିଆନ୍ !

Advertisment

ସବୁ କିଛି ଯୋଜନା ମୁତାବକ ହୋଇଥିଲା । ବିଜେଡି ଟିକେଟ ଆଶାୟୀ ନେତା ପ୍ରଦୀପଙ୍କୁ କଲେ ପ୍ରବଳ ବିରୋଧ। ବିଜେଡି କର୍ମୀ ପ୍ରଦୀପଙ୍କ ଗାଡ଼ି ଉପରକୁ ଠୋ ଠା କରି ଅଣ୍ଡା, ଟେକାପଥର ମାଡ଼ କଲେ । ଦିନ ତମାମ ସବୁ ଗଣମାଧ୍ୟମରେ କେବଳ ପ୍ରଦୀପ । ଲୋକେ କହୁଛନ୍ତି ଅଣ୍ଡା ମାରି ମାରି ବିଜେଡି ହିରୋ କରିଦେଲା ପ୍ରଦୀପଙ୍କୁ। ସନ୍ଧ୍ୟାରେ ଗୋଟେ ଭିଡିଓ ଆସିଲା ପାଣ୍ଡିଆନଙ୍କ ପ୍ରଥମ ପଲିଟିକାଲ ଷ୍ଟେଟମେଣ୍ଟ। ଏହି ବୟାନ ପରେ ଚର୍ଚ୍ଚା ତୁରନ୍ତ ରାଜନୈତିକ ମୈଦାନକୁ ଓହ୍ଲାଇବେ ପାଣ୍ଡିଆନ୍ ! ଗଞ୍ଜାମ ମାଟିରୁ ପଲିଟିକାଲ ଏଣ୍ଟ୍ରିର ଇସାରା ଦେଲେ ପାଣ୍ଡିଆନ୍ !

Advertisment
Odisha Politics Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe