Advertisment

ସନ୍ନ୍ୟାସ ପରେ ବି ରହିଛି କି ପାଣ୍ଡିଆନଙ୍କ ପତିଆରା ?

ଏବେ ବି ପାଣ୍ଡିଆନଙ୍କ କଥା ପଚାରିଲେ ମୁହଁ ଖୋଲୁ ନାହାନ୍ତି ବିଜେଡି ନେତା। ପରାଜୟ ପରେ ବିଜେଡି ଶିବିରରେ ଅସମ୍ଭବ ନିରବତା।

author-image
Manoj Swain
ଅଦ୍ୟତନ ହୋଇଛି

ବିଜେଡିରେ ଏବେ ବି ବଳବତ୍ତର ରହିଛି କି ପାଣ୍ଡିଆନଙ୍କ ପତିଆରା ? ନିର୍ବାଚନ ବିପର୍ଯ୍ୟୟର ଏଯାଏଁ ହେଲାନି ସମୀକ୍ଷା। ଗଠନ ହୋଇନି ଫ୍ୟାକ୍ଟ ଫାଇଣ୍ଡିଂ କମିଟି। ଏବେ ବି ପାଣ୍ଡିଆନଙ୍କ କଥା ପଚାରିଲେ ମୁହଁ ଖୋଲୁ ନାହାନ୍ତି ବିଜେଡି ନେତା। ପରାଜୟ ପରେ ବିଜେଡି ଶିବିରରେ ଅସମ୍ଭବ ନିରବତା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Vk Pandian