Advertisment

ସନ୍ନ୍ୟାସ ପରେ ବି ରହିଛି କି ପାଣ୍ଡିଆନଙ୍କ ପତିଆରା ?

ଏବେ ବି ପାଣ୍ଡିଆନଙ୍କ କଥା ପଚାରିଲେ ମୁହଁ ଖୋଲୁ ନାହାନ୍ତି ବିଜେଡି ନେତା। ପରାଜୟ ପରେ ବିଜେଡି ଶିବିରରେ ଅସମ୍ଭବ ନିରବତା।

ଅଦ୍ୟତନ ହୋଇଛି
Advertisment

ବିଜେଡିରେ ଏବେ ବି ବଳବତ୍ତର ରହିଛି କି ପାଣ୍ଡିଆନଙ୍କ ପତିଆରା ? ନିର୍ବାଚନ ବିପର୍ଯ୍ୟୟର ଏଯାଏଁ ହେଲାନି ସମୀକ୍ଷା। ଗଠନ ହୋଇନି ଫ୍ୟାକ୍ଟ ଫାଇଣ୍ଡିଂ କମିଟି। ଏବେ ବି ପାଣ୍ଡିଆନଙ୍କ କଥା ପଚାରିଲେ ମୁହଁ ଖୋଲୁ ନାହାନ୍ତି ବିଜେଡି ନେତା। ପରାଜୟ ପରେ ବିଜେଡି ଶିବିରରେ ଅସମ୍ଭବ ନିରବତା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Vk Pandian BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe