ପାଣ୍ଡିଆନଙ୍କ ମିଛ !

ବିଜେଡିର ଷ୍ଟାର କାମ୍ପେନର ଭି.କେ ପାଣ୍ଡିଆନ ଅଫିସର ଥିବାବେଳେ ସର୍ବସାଧାରଣରେ ଯେତିକି ମିଛ ତଥ୍ୟ ଦେଉଥିଲେ, ଏବେ ନେତା ହେଲା ପରେ ତାହାର ମାତ୍ରା ଢ଼େର ବଢ଼ିଯାଇଛି...

Manoj Swain
  • Published: Wednesday, 08 May 2024
  • Updated: 08 May 2024, 08:00 PM IST

Sports

Latest News

‘ରାଜନୀତିରେ ମିଛ ଓ ଗୁଜବ ଅତି ଖରାପ’- ମାର୍ଚ୍ଚ ୧୦ ତାରିଖରେ ଭି.କେ ପାଣ୍ଡିଆନଙ୍କୁ ଏକଥା କହିଥିଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ମାତ୍ର ଏବେ ଦେଖାଯାଉଛି, ବିଜେଡିର ଷ୍ଟାର କାମ୍ପେନର ଭି.କେ ପାଣ୍ଡିଆନ ଅଫିସର ଥିବାବେଳେ ସର୍ବସାଧାରଣରେ ଯେତିକି ମିଛ ତଥ୍ୟ ଦେଉଥିଲେ, ଏବେ ନେତା ହେଲା ପରେ ତାହାର ମାତ୍ରା ଢ଼େର ବଢ଼ିଯାଇଛି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos