ପାଣ୍ଡିଆନଙ୍କ ମିଛ ! | Odisha Reporter
Advertisment
‘ରାଜନୀତିରେ ମିଛ ଓ ଗୁଜବ ଅତି ଖରାପ’- ମାର୍ଚ୍ଚ ୧୦ ତାରିଖରେ ଭି.କେ ପାଣ୍ଡିଆନଙ୍କୁ ଏକଥା କହିଥିଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ମାତ୍ର ଏବେ ଦେଖାଯାଉଛି, ବିଜେଡିର ଷ୍ଟାର କାମ୍ପେନର ଭି.କେ ପାଣ୍ଡିଆନ ଅଫିସର ଥିବାବେଳେ ସର୍ବସାଧାରଣରେ ଯେତିକି ମିଛ ତଥ୍ୟ ଦେଉଥିଲେ, ଏବେ ନେତା ହେଲା ପରେ ତାହାର ମାତ୍ରା ଢ଼େର ବଢ଼ିଯାଇଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us