ପାଣ୍ଡିଆନଙ୍କ ହେଲିକେପ୍ଟର୍ ଖର୍ଚ୍ଚର ହେବ ତଦନ୍ତ

ହେଲିକପ୍ଟର ଉଡ଼ାଣ ଆଉ ହେଲିପ୍ୟାଡ୍ ନିର୍ମାଣ ବାବଦରେ କେତେ ହୋଇଛି ଖର୍ଚ୍ଚ ? ପରିବହନ ମନ୍ତ୍ରୀଙ୍କ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ପୂର୍ତ୍ତ ମନ୍ତ୍ରୀ ? ହେଲିପ୍ୟାଡ୍ ନିର୍ମାଣ ପାଇଁ କିଏ ଦେଉଥିଲା ଅନୁମତି ?

Manoj Swain
  • Published: Monday, 12 August 2024
  • Updated: 12 August 2024, 12:14 PM IST

Sports

Latest News

ପାଣ୍ଡିଆନଙ୍କ ପାଇଁ ବଢିଲା ଅଡୁଆ ! ହେଲିକପ୍ଟର ଉଡ଼ାଣ ଆଉ ହେଲିପ୍ୟାଡ୍ ନିର୍ମାଣ ବାବଦରେ କେତେ ହୋଇଛି ଖର୍ଚ୍ଚ ? ପରିବହନ ମନ୍ତ୍ରୀଙ୍କ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ପୂର୍ତ୍ତ ମନ୍ତ୍ରୀ ? ହେଲିପ୍ୟାଡ୍ ନିର୍ମାଣ ପାଇଁ କିଏ ଦେଉଥିଲା ଅନୁମତି ? କିଏ ନିର୍ମାଣ କରୁଥିଲା ? ଏଥି ପାଇଁ କେଉଁ ବିଭାଗ ଖର୍ଚ୍ଚ କରୁଥିଲା ? ଯଦି ବିଭାଗ ଖର୍ଚ୍ଚ କରୁଥିଲା ତାହେଲେ କାହିଁକି ସରକାରଙ୍କ ପାଖେ ତାର ତଥ୍ୟ ନାହିଁ ? ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos