ହରଡ଼ଘଣାରେ ପାଣ୍ଡିଆନ୍ ! | Odisha Reporter
Advertisment
ପାଣ୍ଡିଆନଙ୍କ ପାଇଁ ବଢିଲା ଅଡୁଆ ! ହେଲିକପ୍ଟର ଉଡ଼ାଣ ଆଉ ହେଲିପ୍ୟାଡ୍ ନିର୍ମାଣ ବାବଦରେ କେତେ ହୋଇଛି ଖର୍ଚ୍ଚ ? ପରିବହନ ମନ୍ତ୍ରୀଙ୍କ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ପୂର୍ତ୍ତ ମନ୍ତ୍ରୀ ? ହେଲିପ୍ୟାଡ୍ ନିର୍ମାଣ ପାଇଁ କିଏ ଦେଉଥିଲା ଅନୁମତି ? କିଏ ନିର୍ମାଣ କରୁଥିଲା ? ଏଥି ପାଇଁ କେଉଁ ବିଭାଗ ଖର୍ଚ୍ଚ କରୁଥିଲା ? ଯଦି ବିଭାଗ ଖର୍ଚ୍ଚ କରୁଥିଲା ତାହେଲେ କାହିଁକି ସରକାରଙ୍କ ପାଖେ ତାର ତଥ୍ୟ ନାହିଁ ? ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us